ଶବ ଦାହକ ସାଜିଛନ୍ତି ଡିପ୍ଲୋମା ଇଂଜିନିୟର

ଭୁବନେଶ୍ୱର : ହୁତ୍‌ହୁତ୍‌ ହୋଇ ଜଳୁଥିଲା କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ। ବିନା ସଙ୍କୋଚରେ ଶବକୁ ଦାହ କରି ଚାଲିଥିଲେ ମଡ଼ାଚଣ୍ଡିଆ ରାବଣ। ଗୋଟେ କି ଦୁଇଟା ନୁହେଁ, ଏକକାଳୀନ ୩ଟି ଶବକୁ ଅତି ଯତ୍ନରେ ପୋଡ଼ୁଥିବା ବେଳେ ନିଆଁ ଧାସ ତାଙ୍କ ଆଡ଼କୁ ଚିହିଁକି ଆସୁଥିଲା। ଏଥିପ୍ରତି କିନ୍ତୁ ଭ୍ରୂକ୍ଷେପ ନଥିଲା। ଆଗରୁ କେବେ କେମିତି ଦିନକୁ ଗୋଟେ କି ଦୁଇଟା ଶବ ଆସିଲେ ଢେର୍‌। ଏବେ … Continue reading ଶବ ଦାହକ ସାଜିଛନ୍ତି ଡିପ୍ଲୋମା ଇଂଜିନିୟର